ପାଣିକୁ ବି ଛାଡିଲେନି ଭେଜାଲକାରୀ : ନକଲି ମିନେରାଲ୍‌ ପାଣି କାରଖାନା ଠାବ

ମ୍ୟାନେଜର୍‌ ଓ ସୁପରଭାଇଜର୍‌ ଗିରଫ,ମାଲିକ ଫେରାର ବାରଙ୍ଗ/ମେଣ୍ଢାଶାଳ : ପୂର୍ବରୁ ରାଜଧାନୀରୁ ନକଲି ଖାଇବା ତେଲ, ନକଲି ଇଂଜିନ୍‌ ଅଏଲ୍‌, ନକଲି ସସ୍‌ ଓ ନକଲି ଘିଅ ଆଦି ପ୍ରସ୍ତୁତ ହେଉଥିବା କାରଖାନା ଠାବ କରାଯାଇଥିଲା। ଏବେ ନକଲି ପାଣି କାରଖାନା ଠାବ କରାଯାଇଛି। ରାଜଧାନୀ ଉପକଣ୍ଠରେ ଚାଲିଥିଲା ଏହି ନକଲି ମିନେରାଲ୍‌ ୱାଟର୍‌ କାରଖାନା। ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଧୀନ ଗ୍ରାମଡ଼ିହ ଗାଁରେ ଠାବ ହୋଇଥିବା ଏହି … Continue reading ପାଣିକୁ ବି ଛାଡିଲେନି ଭେଜାଲକାରୀ : ନକଲି ମିନେରାଲ୍‌ ପାଣି କାରଖାନା ଠାବ